ଭାରତରେ ଆଇଫୋନ-୧୪ ଉତ୍ପାଦନ କରିବ ଆପଲ୍

ନୂଆଦିଲ୍ଲୀ : ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଆପଲ କମ୍ପାନି ନିଜର ପ୍ରସିଦ୍ଧ ସ୍ମାର୍ଟଫୋନ ଆଇଫୋନ ଲଞ୍ଚ୍ କରିଥାଏ। ଏବର୍ଷ ସେପ୍ଟେମ୍ବର ମାସରେ ଆପଲ ଆଇଫୋନ ୧୪ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ଏଣୁ ଗ୍ରାହକମାନେ ଏହି ମାସକୁ ଚାହିଁଛନ୍ତି। କିନ୍ତୁ ଏବର୍ଷ ଆଉ ଏକ କାରଣରୁ ଆପଲ କମ୍ପାନି ଚର୍ଚ୍ଚାରେ ରହିଛି। ତାହା ହେଉଛି ଆଇଫୋନ-୧୪ ଭାରତରେ ଉତ୍ପାଦନ ହେବ। ଚୀନରେ ଉତ୍ପାଦିତ ଆଇଫୋନ ସେପ୍ଟେମ୍ବର ମାସରେ ବଜାରକୁ ଆସିବାକୁ … Continue reading ଭାରତରେ ଆଇଫୋନ-୧୪ ଉତ୍ପାଦନ କରିବ ଆପଲ୍